Keshav Vihar(Plot)
Featured
Completed
- Rs 5 lakh
Details
Updated on February 21, 2026 at 11:33 pm-
Price Rs 5 lakh
-
Property Size 900 sqft
-
Land Area 900 Sqft
-
Type Plot
-
Property Status Completed
-
Total Units 118
-
Per Sqft(In Rs.) 554
-
MOUZA Manikpur
-
Tahasil Kanishi
Description
Keshav Vihar ହେଉଛି ବ୍ରହ୍ମପୁର ମାଣିକପୁର ପାଖରେ ଏକ ବହୁତ ଭଲ ଭାବରେ ପ୍ଲାନିଂ ହୋଇଥିବା Residential Plotting Project। ଏଠାରେ ଆପଣଙ୍କୁ ଭଲ Connectivity ସହ ସବୁ ପ୍ରକାରର ସୁବିଧା ଏବଂ ଏକ ଶାନ୍ତିପୂର୍ଣ୍ଣ Environment ମିଳିବ। ଫ୍ୟାମିଲି ଏବଂ Investor ମାନଙ୍କ ପାଇଁ ଏଇଟା ଏକ ବଢ଼ିଆ Opportunity, ଯେଉଁଠି ଆପଣ ଏହି fast-growing residential zone ରେ ନିଜ ସ୍ୱପ୍ନର ଘର ତିଆରି କରିପାରିବେ।
ଭୈରବୀ ଗେଟ୍ (National Highway) ରୁ ମାତ୍ର 2 km ଦୂରରେ ଥିବାରୁ Keshav Vihar ରୁ City ଏବଂ ଅନ୍ୟାନ୍ୟ ଜାଗାକୁ ଯିବା ଆସିବା କରିବା ବହୁତ ସହଜ। ଏହା NIST College ରୁ ମାତ୍ର 1 km ଦୂରରେ, Adarsha Vidyalaya ରୁ ମାତ୍ର 700 meter ଦୂରରେ ଅଛି, ଯାହାକି ପାଠପଢ଼ା ସୁବିଧା ଏବଂ ଫ୍ୟାମିଲି ମାନଙ୍କ ପାଇଁ ଏକ Ideal Location। ଏହି Project ଟି ଭୈରବୀ ମନ୍ଦିର (Bhairavi Temple) ରୁ ମଧ୍ୟ ମାତ୍ର 2 km ଦୂରରେ ଅଛି, ଯାହା ଏହି ଜାଗାର ଗୁରୁତ୍ୱକୁ ଆହୁରି ବଢ଼ାଇ ଦେଉଛି।
📍 Project Highlights
- ✅ Total Plots: 118 ଟି
- ✅ Plot Size: ପ୍ରତି Plot 900 sq. ft.
- ✅ Gharbari Land (ଘର ତିଆରି ପାଇଁ ଏକଦମ ଉପଯୁକ୍ତ)
- ✅ ଭଲ ପ୍ଲାନିଂ ହୋଇଥିବା Internal Roads
- ✅ ଶାନ୍ତିପୂର୍ଣ୍ଣ Residential Environment
- ✅ Highway ସହ ବଢ଼ିଆ Connectivity
- ✅ ଘର ତିଆରି ଏବଂ Investment ପାଇଁ ପରଫେକ୍ଟ
Property Documents
Document 42
Address
Open on Google Maps-
Address: Manikapur, Berhampur
-
City: Berhampur
-
Zip/Postal Code: 761008
-
Area: Golanthara



