କାହିଁକି Plotted Development ହିଁ ସବୁଠୁ Safe Investment! 

Proprix

ବ୍ରହ୍ମପୁରର ପ୍ରତିଟି Spot ରେ ଏବେ ମେଗା Expansion ର ପାଦଚିହ୍ନ ସ୍ପଷ୍ଟ ଦେଖାଯାଉଛି। କେଉଁଠି ନୂଆ Highway ତ କେଉଁଠି ବଡ଼ ବଡ଼ Residential Projects। ଯେଉଁ ସ୍ପଟ୍‌ରେ ଦିନେ କିଆବୁଦା ଥିଲା, ଆଜି ସେଠି ଆକାଶଛୁଆଁ ପ୍ରୋଜେକ୍ଟର ସ୍ୱପ୍ନ। ସିଲ୍କ ସିଟିର ଏହି ଦ୍ରୁତ Transformation ଭିତରେ ନିଜର ଏକ ଠିକଣା ଖୋଜୁଥିବା ଲୋକଙ୍କ ପାଇଁ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି- କେଉଁଠି Invest କଲେ ଟଙ୍କା ସୁରକ୍ଷିତ ରହିବ? ଏହାର ସିଧା ଉତ୍ତର ହେଉଛି ‘Plotted Development‘।

କାହିଁକି ବ୍ରହ୍ମପୁରରେ ଜମି କିଣିବା ଲାଭଦାୟକ?

ବର୍ତ୍ତମାନ ସମୟରେ ବ୍ରହ୍ମପୁର ସହରର ବାହାର ଅଞ୍ଚଳଗୁଡ଼ିକ ଖୁବ୍ କମ୍ ସମୟ ମଧ୍ୟରେ ମେନ୍ ସିଟି ସହ ଯୋଡ଼ି ହୋଇଯାଉଛି। ନୂଆ ନୂଆ Flyover ଏବଂ Education ହବ୍ ଯୋଗୁଁ ଜମିର ଦାମ୍ ରକେଟ୍ ଗତିରେ ବଢ଼ୁଛି। ଏମିତି ଅବସ୍ଥାରେ ଫ୍ଲାଟ୍ ଅପେକ୍ଷା ପ୍ଲଟ୍ କିଣିବା ସବୁଠୁ ସେଫ୍ ଅପସନ୍ ଭାବେ ଉଭା ହୋଇଛି।

ସୁରକ୍ଷିତ Investment ର 3ଟି ବଡ଼ କାରଣ:

  • Full Ownership: ଯେତେବେଳେ ଆପଣ ଏକ ଡେଭଲପଡ୍ ପ୍ଲଟ୍ କିଣୁଛନ୍ତି, ସେଠାରେ ଆପଣଙ୍କର 100% ମାଲିକାନା ରହୁଛି। ପରେ ଆପଣ ନିଜ ମନମୁତାବକ ଘର Design ଏବଂ Construction କରିପାରିବେ।
  • Infrastructure Facilities: ଆଜିକାଲି ପ୍ଲଟେଡ୍ ସ୍କିମ୍‌ରେ Road, Drainage, ଏବଂ Electricity ଭଳି ସୁବିଧା ପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବନି। ସବୁକିଛି Ready-to-use Condition ରେ ମିଳୁଛି।
  • Risk-free Asset: ଫ୍ଲାଟ୍ କିମ୍ବା ଆପାର୍ଟମେଣ୍ଟ କ୍ଷେତ୍ରରେ Possession ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼େ, କିନ୍ତୁ ପ୍ଲଟ୍ କ୍ଷେତ୍ରରେ ସେଭଳି କୌଣସି Construction Delay ର ଟେନସନ୍ ନଥାଏ।

ଭବିଷ୍ୟତ ପାଇଁ ସର୍ବୋତ୍ତମ

ବ୍ରହ୍ମପୁରର ଏକ୍ସପାନ୍ସନ ଯେଉଁଭଳି ଭାବେ ଗୋଳନ୍ଥରା, ହଳଦିଆପଦର କିମ୍ବା ଲାଞ୍ଜିପଲ୍ଲୀ ସାଇଡ୍‌କୁ ବଢ଼ୁଛି, ସେଠାରେ ଏବେଠୁ ଗୋଟିଏ ପ୍ଲଟ୍ ନେଇ ରଖିବା ଭବିଷ୍ୟତ ପାଇଁ ଏକ ବଡ଼ ସମ୍ପତ୍ତି। Stock Market କିମ୍ବା Gold ଅପେକ୍ଷା Real Estate ର ଏହି Plotted Development ଅଧିକ High Return ଦେଉଥିବା ମାର୍କେଟ୍ ଏକ୍ସପର୍ଟମାନେ ମତ ଦେଉଛନ୍ତି। ତେଣୁ ଯଦି ଆପଣ ବି ନିଜର Hard-earned money କୁ ସଠିକ୍ ଜାଗାରେ ଲଗାଇବାକୁ ଚାହୁଁଛନ୍ତି, ତେବେ ବ୍ରହ୍ମପୁରର ଏହି ଗ୍ରୋଥ୍ ଷ୍ଟୋରୀର ଅଂଶୀଦାର ହେବାକୁ ଜମା ବି ଅବହେଳା କରନ୍ତୁ ନାହିଁ।

Join The Discussion